ପାଖେଇ ଆସୁଛି ବାତ୍ୟା ଅମ୍ଫାନ୍; ଏବେ ପାରାଦ୍ବୀପ ଠାରୁ ୯୯୦ କିଲୋମିଟର୍ ଦୂରରେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ସମୁଦ୍ରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଅମ୍ଫାନ୍ କ୍ରମଶଃ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି ଏବଂ ଏବେ ପାରାଦ୍ବୀପ ଠାରୁ ୯୯୦ କିଲୋମିଟର୍ ଦୂରରେ ରହିଛି।
ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ…