Browsing Tag

cuttack

କଟକରେ ପୁଣି ନକଲି ଘିଅ କାରଖାନା ଠାବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକରେ ପୁଣି ଏକ ନକଲି ଘିଅ କାରଖାନା ଠାବ କରାଯାଇଛି । ବାଦାମବାଡି ପୋଲିସ ଚଢ଼ାଉ କରି ମୋନାଲିସା ହୋଟେଲ ପଛପଟେ ଥିବା ମୁନଲାଇଟ୍ ଲେନରେ ଏହି ନକଲି ଘିଅ କାରଖାନା ଠାବ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ପୋଲିସ ଅଟକ ରଖିଛି। ଏହି କାରଖାନାରେ ଦୁର୍ଗା ବ୍ରାଣ୍ଡ…

ଖୋଲିବ ବାଣ ଦୋକାନ – ଡିସିପି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତବର୍ଷ କରୋନା କଟକଣା ପାଇଁ ଫିକା ପଡିଛି ପର୍ବପର୍ବାଣୀ। କଟକଣା ମଧ୍ୟରେ ପାଳନ ହୋଇଛି ପାଳନ ହୋଇଛି ପୂଜା। ନିଟକରେ ନିରଡାମ୍ବରରେ ପାଳନ ହୋଇଛି ଦୁର୍ଗାପୂଜା। ଆଗକୁ ଦୀପାବଳି ଆସୁଥିବାବେଳେ କୋଭିଡ କଟକଣା ଭିତରେ ଏହାମଧ୍ୟ ପାଳନ ହେବ। ହେଲେ ଆଲୋକର ପର୍ବ ଦୀପାବଳି…

ତାଳଦଣ୍ଡା କେନାଲ ବନ୍ଧରେ ୩ ଲେନ୍‍ର ରାସ୍ତା ଝଲସିବ ଉଜ୍ୱଳ ଆଲୋକରେ, ସମୀକ୍ଷା କଲେ ୫-ଟି ସଚିବଙ୍କ ଟିମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ ଚଳିତବର୍ଷ ଜାନୁୟାରୀ ମାସରେ କଟକ ଗସ୍ତ ସମୟରେ ଯେଉଁ ଘୋଷଣା କରିଥିଲେ ସେହି କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ୫-ଟି…

କଟକଣା ମଧ୍ୟରେ ମଣ୍ଡପରେ ହୋଇପାରିବ ଦୁର୍ଗା ପୂଜା: ଜିଲ୍ଲାପାଳ

ଓଡ଼ିଶାଫାଷ୍ଟ(ବ୍ୟୁରୋ):କଟକରେ ମଣ୍ଡପ ଦୂର୍ଗା ପୂଜାକୁ ନେଇ ବଢିଲା ଆଶା। ମଣ୍ଡପରେ ହୋଇପାରିବ ମାଆଙ୍କ ପୂଜା। କଟକ ଜିଲ୍ଲାପାଳ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ପୂଜା କମିଟି ଗୁଡିକ ଭିଡ ନ ଜମାଇ ପୂଜା କରିପାରିବେ। ଜିଲ୍ଲାପାଳଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କଟକ…

ଆଇସକ୍ରିମ୍ ଫ୍ୟାକ୍ଟ୍ରିରେ ଅଘଟଣ, ଗ୍ୟାସ୍ କମ୍ପ୍ରେସର ଫାଟି ଜଣେ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଥିବା ଏକ ଆଇସକ୍ରିମ ଫ୍ୟାକ୍ଟ୍ରିରେ ଆଜି ବଡ ଧରଣର ଅଘଟଣ ଘଟିଛି । ଫ୍ୟାକ୍ଟ୍ରିର ଗ୍ୟାସ କମ୍ପ୍ରେସର ଫାଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହାସହ ଆଉ ଜଣେ ଗୁରୁତର ମଧ୍ୟ ହୋଇଛନ୍ତି । ବାଙ୍କୀ ନୃସିଂହ ଛକ ନିକଟ ପୂଜା…

କଟକ କ୍ୟାନସର ହସ୍‌ପିଟାଲରେ ୨ କରୋନା ପଜିଟିଭ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସ୍ଥାନୀୟ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍‌ପିଟାଲରେ ୨ ଜଣ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି। ହସ୍‌ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ କରୋନା ଭାଇରସରେ ଆକ୍ରାନ୍ତ ଅଛନ୍ତି। ହସ୍‌ପିଟାଲର ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି।…

କରୋନା ମୁକାବିଲା ଲାଗି କଟକ ବସ୍ତି ଅଂଚଳରେ ମହିଳା ଆରୋଗ୍ୟ ସମିତି ଗଠନ କରିଛି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ମୁକାବିଲା ଲାଗି କଟକ ବସ୍ତି ଅଂଚଳରେ ମହିଳା ଆରୋଗ୍ୟ ସମିତି ଗଠନ କରିଛି କଟକ ମହାନଗର ନିଗମ। କଟକ ମହାନଗର ନିଗମରେ କୋଭିଡ-୧୯ ଅବଜରଭର୍‌ ତଥା ରାଜ୍ୟ ସରକାରଙ୍କ ପ୍ରମୁଖ କୃଷି ସଚିବ ସୌରଭ ଗର୍ଗ ଏହା କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗର୍ଗ…

ଭୁବନେଶ୍ୱର, କଟକ ଓ ଭଦ୍ରକ ସହର ୪୮ଘଣ୍ଟା ସଟଡାଉନ, ପଢ଼ନ୍ତୁ କଣ କହୁଛନ୍ତି ଡିଜି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ଭୁବନେଶ୍ୱର, କଟକ ଓ ଭଦ୍ରକ ସହର । ଆଜି ରାତି ଆଠଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟଡାଉନ୍ ରହିବ ଭୁବନେଶ୍ୱର, କଟକ ଓ ଭଦ୍ରକ ସହର । ପୁଲସି…

ଡା କ୍ରିଷ୍ଣ କୁମାର ଓ ଆର ବଲାକ୍ରୀଷ୍ଣାନଙ୍କ ପରିଦର୍ଶନ, ଖୁବଶୀଘ୍ର କୋଭିଡ 19 ହସ୍ପିଟାଲ ହେବ ଅଶ୍ୱିନୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଭିଡ-19 ସମଗ୍ର ବିଶ୍ୱରେ ମୃତ୍ୟୁର ତାଣ୍ଡବଲୀଳା ରଚି ଚାଲିଛି । ଅନ୍ୟ ବଡ ବଡ ଦେଶରେ ନିଜର କାୟା ବିସ୍ତାର କରିଥିବା କରୋନା ଭାଇରସ ରୁ କିପରି ନିଜ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖାଯିବ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ନେଉଛନ୍ତି । ଆଗକୁ…

ପ୍ରେମିକାଙ୍କ ଏସିଡ ମାଡକୁ ନେଇ ଚାଞ୍ଚଲ୍ୟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରେମିକ ଓ ପ୍ରେମିକାଙ୍କ କଳହର କରୁଣ ପରିଣତି । କଟକ ଜଗତପୁର ଅଞ୍ଚଳର ଶିକାରୀପୁରରେ ଜନୈକ ପ୍ରେମିକା ନିଜେ ପ୍ରେମିକ ଉପରକୁ ଏସିଡ ମାଡ଼ କରିଥିବା ଅଭିଯୋଗ ଆସିଛି । ଏହି ଏସିଡ ମାଡ଼ରେ ପ୍ରେମିକ ଅଲେଖ ବାରିକ ଗୁରୁତର ଆହତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି…