ମାସର ଦୁଇ ରବିବାର ଲାଗିବ କର୍ଫ୍ୟୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଫଳରେ ସ୍ଥିତିକୁ ଦୃଷ୍ଟିରେ ରଖି କେରଳ ସରକାର ରାଜ୍ୟରେ ନୂତନ କୋଭିଡ୍ କଟକଣା ଲାଗୁ କରିଛନ୍ତି । ମାସର ଶେଷ ଦୁଇ ରବିବାର ଅର୍ଥାତ ଜାନୁଆରୀ ୨୩ ଏବଂ ୩୦ରେ କର୍ଫ୍ୟୁ ଘୋଷଣା କରିଛନ୍ତି କେରଳ ସରକାର ।…