ନୋରା ଫତେହୀଙ୍କୁ ଜେରା
ସୁକେଶ ଚନ୍ଦ୍ରଶେଖର ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଲଗାତର ତଦନ୍ତ ଚଳାଇଛି। ବୁଧବାର ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ଙ୍କୁ ପଚରାଉଚରା କରିବା ପରେ ଗୁରୁବାର ଅଭିନେତ୍ରୀ ନୋରା ଫତେହୀଙ୍କୁ ଜେରା କରିଛି ଇଓଡବ୍ଲ୍ୟୁ। ଏହି…