ପ୍ରେମ ବିବାହର ୧୨ ବର୍ଷ ପରେ କଟୁରିରେ ବାଡ଼େଇ ବାଡ଼େଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
(ଓଡିଶା ଫାଷ୍ଟ) ବ୍ୟୁରୋ: ପୁଣି ପ୍ରେମ ବିବାହର କରୁଣ ପରିଣତି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ହରସିଣା(ଖପଡ଼ା) ଗାଁରେ। ପ୍ରେମ ବିବାହର ୧୨ ବର୍ଷ ପରେ ମୁଣ୍ଡକୁ କଟୁରି ପଛପଟେ ବାଡ଼େଇ ବାଡ଼େଇ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କୁଜଙ୍ଗ…