Browsing Tag

crime

ସିଗାରେଟ୍ ବାକି ନଦେବାରୁ ଘରେ ପଶି ହାଣିଲେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୋକାନରୁ ବାକିରେ ଖାଇଲେ, ପଇସା ମାଗିବାରୁ ସଂଘବଦ୍ଧ ହୋଇ ଘରେ ପଶି ହତ୍ୟାକଲେ। ଏମିତି ଚାଞ୍ଚଲ୍ୟକର ଘଟଣା ଘଟିଛି କୁକୁଡାଖଣ୍ଡି ବ୍ଲକ୍ ଦିଗପହଣ୍ଡି ଥାନା ଅନ୍ତର୍ଗତ ନୂଆଁ ଅନନ୍ତେଇ ଗ୍ରାମରେ। ହତ୍ୟାର ଶିକାର ହୋଇଛନ୍ତି ଦୁଷ୍ମନ୍ତ ଚୌଧୁରୀ। ସୂଚନାଯୋଗ୍ୟ, ରବିବାର…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛିଦିନର ନୀରବତା ପରେ ପୁଣି ଅଶାନ୍ତ ହୋଇପଡିଛି ଗଞ୍ଜାମ। ବୁଧବାର ସକାଳୁ ସ୍ଥାନୀୟ ଏକ ଛକରେ ଚା’ ପିଉଥିବା ବେଳେ ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଦୁର୍ବୃତମାନେ ଗୁଳିକରି ହତ୍ୟା କରିଛନ୍ତି। ସୂଚନା ଅନୁସାରେ, ସବୁଦିନ ପରି ବୁଧବାର…

ଘର ଭିତରୁ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କଟକ ସେଲ୍ଟର ଛକ ଷ୍ଟେଟ ବ୍ୟାଙ୍କ କଲୋନୀରେ ସନ୍ଦେହ ଜନକ ଅବସ୍ଥାରେ ମାଆ-ଝିଅଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏକ ଘର ଭିତରୁ ଉଦ୍ଧାର କରାଯାଇଛି ଉଭୟଙ୍କ ମୃତଦେହ। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମାଆର ମୃତଦେହ ଉଦ୍ଧାର ହୋଇଥିବାବେଳେ ୭ ମାସର ଝିଅର କ୍ଷତାକ୍ତ ମୃତଦେହ…

ପୁଲିସର ଚିନ୍ତା ବଢାଉଛି ବାଳଅପରାଧୀ, ଜାଣନ୍ତୁ ବର୍ଷକରେ କେତେ ମାମଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଅପରାଧୀ ଗ୍ୟାଙ୍ଗରେ ଏବେ ନାବାଳକ । ସହଜ ରୋଜଗାର, ହାଇପ୍ରୋଫାଇଲ ତଥା ବିଳାଶପୂର୍ଣ୍ଣ ଜୀବନଯାପନ ପାଇଁ ନାବାଳକମାନେ ଚୋରି, ଲୁଟ, ଡକାୟତି ଏପରିକି ହତ୍ୟାକାଣ୍ଡ ଭଳି ସଙ୍ଗୀନ ଅପରାଧରେ ସାମିଲ ହେଉଛନ୍ତି । ଅପରାଧଜଗତରେ ନାବାଳକଙ୍କ ପ୍ରବେଶ ଏବେ ମହାମାରୀ ରୋଗ ଭଳି…

ଆଈ କୋଳରୁ ଟାଣିଆଣି ୫ ବର୍ଷର ପୁଅକୁ ହତ୍ୟା କଲା ବାପା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବେଲଡୁଙ୍ଗୁରି ଗ୍ରାମରେ ଏକ ଅଭାବନୀୟ ଅଘଟଣ ଘଟିଛି। ଗ୍ରାମର ଚେପ ଦେହୁରୀ ନାମକ ଜଣେ ବ୍ୟକ୍ତି ତାର ୫ ବର୍ଷର ପୁଅ ସୁଦନ ଦେହୁରୀକୁ ପଥରରେ ଛେଚି ହତ୍ୟା କରିଛି। ହତ୍ୟାକାରୀ ଚେପର ଘର କୁଳିଅଣା ଥାନା ବାଲିଡ଼ିହା ଗ୍ରାମରେ…

ଖାକିରେ କଳଙ୍କ, ହାଜତରେ ମହିଳାଙ୍କୁ ୧୦ ଦିନ ଗଣଦୁଷ୍କର୍ମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖାକିରେ କଳଙ୍କ। ସୁରକ୍ଷା ଦେବା ବଦଳରେ ଯୌନ ରାକ୍ଷସ ପାଲଟିଲେ ପୁଲିସ କର୍ମଚାରୀ। ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ଏକ ଲଜ୍ଜ୍ୱାଜନକ ଘଟଣା ସାମ୍ନାକୁ ଆସିଛି। ହତ୍ୟା ଅଭିଯୋଗରେ ଅଟକ ଥିବା ଜଣେ ମହିଳାଙ୍କୁ ହାଜତରେ ୫ ପୁଲିସ କର୍ମଚାରୀ ୧୦ ଦିନ ଧରି ଦୁଷ୍କର୍ମ କରିଥିବା…

ମହିଳାଙ୍କୁ ଦୁଷ୍କର୍ମ କରି ହାତଗୋଡ଼ ବାନ୍ଧି ନଦୀକୁ ଫିଙ୍ଗିଦେଲେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିହାରର ବକ୍ସର ଜିଲ୍ଲାରେ ଏକ ଅଭାନୀୟ ଘଟଣା ଦଦେଖିବାକୁ ମିଳିଛି। ବ୍ୟାଙ୍କ ଯାଉଥିବା ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଅଭିଯୁକ୍ତମାନେ ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ କରି ତାଙ୍କ ୫ବର୍ଷର ପୁଅ ସହ ତାଙ୍କୁ ବାନ୍ଧି ନଦୀରେ ଫିଙ୍ଗି ଦେଇଥିଲେ। ଏହି ଘଟଣା ପରେ…

ପୁଅର ଭୁଜାଲି ଚୋଟରେ ବାପାଙ୍କ ମୃତ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଅର ଭୁଜାଲି ଚୋଟରେ ବାପାଙ୍କର ମୃତ୍ୟୁ ହେବା ସାଙ୍ଗକୁ ଅଭିଯୁକ୍ତ ପୁଅ ଗୁରୁତର ଆହତ ହେବା ଘଟଣା କେନ୍ଦୁଝର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମଦନପୁଅ ଗାଁର ପ୍ରମୋଦ କୁମାର…

ମହିଳାଙ୍କ ବେକାରୁ ଝାମ୍ପି ନେଲେ ସୁନା ଚେନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାରିପଦା ସହର କ୍ରମଶଃ ଅଶାନ୍ତ ହେବାରେ ଲାଗିଛି। ସହରରେ ଚୋରି , ଡ଼କାୟତି, ରାହାଜାନୀ ଆଦି ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। ଆଜି ଜଣେ ମହିଳା ପ୍ରାତଃ ଭ୍ରମଣ ଶେଷ କରି ଘରକୁ ଫେରୁଥିବାବେଳେ ୨ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କ ବେକରୁ ୨୬ ଗ୍ରାମ ଓଜନର…

୪ ଖାଦ୍ୟ ଡେଲିଭରୀ ବଏଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହେଲେ ୩୨ବର୍ଷୀୟା ମହିଳା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ଜଣେ ୩୨ବର୍ଷ ବୟସ୍କା ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ ଖବର ମିଳିଛି। ଗଣଦୁଷ୍କର୍ମ କରିଥିବା ଚାରିଜଣ ଯୁବକ ଖାଦ୍ୟ ଡେଲିଭରୀ ବଏ ଭାବରେ କାମ କରୁଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଏହି ଘଟଣା ପରେ ୪…