Browsing Tag

crime

ପରାଜୟ ଭୟରେ ରକ୍ତମୁଖା ବିଜେପି; ବିଜେଡି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପରାଜୟ ଭୟରେ ରକ୍ତମୁଖା ବିଜେପି। ଭଦ୍ରକରେ ପୁଣି ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ଚାନ୍ଦବାଲି ବ୍ଲକ ତେନ୍ତୁଳିଡ଼ିହ ପଞ୍ଚାୟତରେ ନିର୍ବାଚନ ସରିବା ପରେ ମଧ୍ୟ ହିଂସା ଥମିବାର ନାଁ ଧରୁନି। ଗତକାଲି ବିଳମ୍ବିତ ରାତିରେ ତେନ୍ତୁଳିଡ଼ିହ…

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଅଇଁଲାଛାଟ ଗ୍ରାମରେ ସ୍ତ୍ରୀକୁ ପିଟି ହତ୍ୟା କଲା ସ୍ୱାମୀ. ପ୍ରକାଶଥାଉ କି , ଅଇଁଳାଛାତ ଗ୍ରାମର ଶଙ୍କର ଦେହେରି ବହଲପଦର ଗ୍ରାମର ଖେଡୁ ପଧାନଙ୍କ ଝିଅ ମମତାଙ୍କୁ ୧୧ ବର୍ଷ ତଳେ ବିବାହ କରିଥିଲେ. ଶନିବାର ସନ୍ଧ୍ୟା ସମୟରେ…

ପଡ଼ିଲା ସାମ୍ବାଦିକଙ୍କୁ ଆକ୍ରମଣ, ୮ ଜଣଙ୍କୁ ଗିରଫ କଲା ପୁରୀ ପୋଲିସ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଗତକାଲି ମତଦାନବେଳେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୮ ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ। ଗିରଫ ବ୍ୟକ୍ତିହେଲେ ସତ୍ୟପ୍ରୀୟ ମହାରଣା, ବିଜୟ ସ୍ୱାଇଁ, ସୁବାସ ମାଝି, ନିକୁଞ୍ଜ ସ୍ୱାଇଁ, ଉତ୍ତମ ଭୁଜବଳ, ଅଜୟ ବରିଶଲ, ବିଦ୍ୟାଧର ସ୍ୱାଇଁ ଓ…

ଗୁଣିଆ ସନ୍ଦେହରେ ୩ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୯ ଜଣଙ୍କୁ ଫାଶି ଦଣ୍ଡାଦେଶ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୁଣିଆ ସନ୍ଦେହରେ ଗୋଟିଏ ପରିବାରର ତିନି ଜଣକୁ ଜଘନ୍ୟ ହତ୍ୟା କାଣ୍ଡର ୯ ଜଣଙ୍କୁ ଫାଶି ଦଣ୍ଡାଦେଶକୁ କାଏମ୍‌ ରଖିଛନ୍ତି ରାୟଗଡ଼ା ଜିଲ୍ଲା ଦୌରା ଜଜ୍। ଗୁଣୁପୁର ପୁଟାସିଂ ଥାନା ଅନ୍ତର୍ଗତ କିନ୍ତୁଂ ଗାଁରେ ୯.୯.୨୦୧୬ ମସିହାରେ ଗୋଟିଏ ପରିବାର ତିନି ଜଣକୁ ଗୁହାଳରେ…

ଡ୍ରଗ୍ସ କାରବାରକୁ ନେଇ ଜଘନ୍ୟ ହତ୍ୟା, ଖଣ୍ଡ ଖଣ୍ଡ କରି କାଟି ବସ୍ତାରେ ଫିଙ୍ଗିଦେଲେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଗତସିଂହପୁରରେ ଜିଲା ମାଛଙ୍ଗା କେନାଲ କଡ଼ରୁ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଛି । ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ବସ୍ତାରେ ମୃତଦେହ ଫିଙ୍ଗି ଦିଆଯାଇଥିଲା । ମିଳିଥିବା ଖଣ୍ଡବିଖଣ୍ଡିତ ମୃତଦେହଟି ନିଖୋଜ ବଡ଼ବାଗ ଗାଁର ରାମ ସାହୁଙ୍କର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ…

ସାନ ଭଉଣୀଙ୍କୁ ଟାଙ୍ଗିଆରେ ହାଣି ନିଜେ ଆତ୍ମହତ୍ୟା କଲା ବଡ଼ ଭଉଣୀ

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଫୁଲଝର ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶୋଇଥିବା ସମୟରେ ସାନ ଭଉଣୀକୁ ଟାଙ୍ଗିଆ ରେ ହାଣି ହତ୍ୟା କରିବା ପରେ ନିଜେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛି। ମୃତକ ବଡ ଭଉଣୀ କ୍ଷୀରମଣି ଦେହୁରୀ ଓ ସାନ ଭଉଣୀ ରୁକ୍ମଣୀ ଦେହୁରୀ। ଖବର…

କଟକର ଜନଗହଳିପୂର୍ଣ୍ଣ ରାସ୍ତାରେ ଯୁବକଙ୍କ ଗଳାକାଟି ହତ୍ୟା, ମହିଳା ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ଛକ ସିଡିଏ ମାର୍କେଟରେ ଜଣେ ଯୁବକଙ୍କୁ ଗଳାକାଟି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ସେହିପରି ଜଣେ ମହିଳା ମଧ୍ୟ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକ ଜଣକ ଜଗତସିଂହପୁର ଜିଲ୍ଲାର…

ରାଜଧାନୀରେ ପୁଣି ରକ୍ତର ଛିଟା: ରାଜମହଲ ଛକରେ ପଥରରେ ଛେଚି ଯୁବକଙ୍କୁ ହତ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜଧାନୀର ରେ ପୁଣି ହତ୍ୟା। ଭୁବନେଶ୍ୱର ସ୍ଥିତ ଶିଶୁଭବନରୁ ରାଜମହଲ ଯିବା ରାସ୍ତାରେ ଜଣେ ଯୁବକଙ୍କୁ ପଥର ରେ ଛେଚି ହତ୍ୟା କରାଯାଇଛି। ସୂଚନାଯୋଗ୍ୟ, ଦୁଇ ଜଣଙ୍କ ମଧ୍ୟରେ କିଛି କଳହ ଥିବାବେଳେ ମୃତ ଯୁବକ ଏବଂ ହତ୍ୟାକାରୀ ଯୁବକ ଦ୍ୱୟ ଶ୍ରମିକ । କୈଣସି କାରଣରୁ…

କେନ୍ଦୁଝରରେ ଚାଞ୍ଚଲ୍ୟ: ହାତଗୋଡ ବାନ୍ଧି ଶାଶୂକୁ ଦୁଷ୍କର୍ମ, ଶାଳୀକୁ ହତ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦୁଝର ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶାଳୀକୁ କୁରାଢ଼ୀରେ ହାଣି ହତ୍ୟା କରିବା ପରେ ଶାଶୂ ହାତ ବାନ୍ଧି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହାପରେ ଶବକୁ ୨୦୦ ଫୁଟ ଖାତା କୁ ଫିଙ୍ଗିଦେଲା ହତ୍ୟାକାରୀ । ଏଭଳି ଜଘନ୍ୟ ଘଟଣା ଘଟିଛି…

ଢାବା ମ୍ୟାନେଜରଙ୍କୁ ଅପହରଣ ଉଦ୍ୟମ: ୨ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୮ ନଂ ଜାତୀୟ ରାଜପଥ କଡ଼ ଏକ ଢାବାରୁ ମ୍ୟାନେଜରଙ୍କୁ ଅପହରଣ ଉଦ୍ୟମ କରିବା ଅଭିଯୋଗରେ ୨ଜଣଙ୍କୁ ପୁଲିସ ଗିରଫ କରିଛି । ବୁଧବାର ରାତି ପ୍ରାୟ ସାଢ଼େ ୯ଟାବେଳେ ବେତନଟୀ ଥାନା ତୁଳସୀଚଉରା ନିକଟସ୍ଥ ସ୍ୱସ୍ତିକ ପେଟ୍ରୋଲ ପମ୍ପ ନିକଟରେ ଥିବା ବିଷ୍ଣୁ ଢାବା (ପୂଜା…