Browsing Tag

crime

ଯୋଡ଼ାରେ ଥମୁନି ଉତ୍ତେଜନା: ୧୪୪ ଧାରା ଜାରି

ଯୋଡ଼ା: କେନ୍ଦୁଝର ଯୋଡାରେ ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା । ବିଳମ୍ବିତ ରାତିରେ ପୁଣି ପଥର ମାଡ଼ କଲେ ଦୁଇ ଗୋଷ୍ଠୀ । ଯୋଡ଼ା ୭ ନମ୍ବର ୱାର୍ଡରେ ପୋଲିସ-ଜନତା ମୁହାଁମୁହିଁ ହୋଇଛନ୍ତି । ପୋଲିସ ଗାଡ଼ି ସହ ଦମକଳ ଗାଡ଼ି ବି ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ । ଆଜି ବି ପୂରା ଜିଲ୍ଲାରେ…

ପରିବାରକୁ ଗଣହତ୍ୟା ମାମଲାରେ ଘରକୁ ସିଲ କଲା ପୋଲିସ

କଟକ: କଟକ କୁସୁପୁରରେ ଅଲେଖ ସାହୁଙ୍କ ପରିବାରକୁ ଗଣହତ୍ୟା ମାମଲା। ମାହାଙ୍ଗା ପୋଲିସ ତରଫରୁ ଘରକୁ ସିଲ କରାଯାଇଛି। ଏହାସହ ଏକ ନୋଟିସ ଜାରିକରିଛି ମାହାଙ୍ଗା ପୋଲିସ। ଅଭିଯୁକ୍ତଙ୍କ ସ୍ତ୍ରୀକୁ ପଚାର ଉଚରା କରିଥିବା ବେଳେ ସ୍ଥାନୀୟ ଲୋକ ମାନେ ଏହି ହତ୍ୟା ଘଟଣା କୁ ସହଜରେ ଗ୍ରହଣ…

ସାକ୍ଷ୍ୟ ଗ୍ରହଣ ପାଇଁ କୋର୍ଟରେ ଡି ବ୍ରଦର୍ସ ହାଜର

କଟକ : କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ। କଟକ ଜିଲ୍ଲା ଦୌରା ଜଜ କୋର୍ଟରେ ହାଜର ହୋଇଛନ୍ତି ସୁଶୀଲ ଓ ସୁଶାନ୍ତ ଧଳ ସାମନ୍ତ। ଦୀପୁ ମଲ୍ଲିକ ଓ ଓମ୍‌ ସ୍ୱାଇଁ ହତ୍ୟା ଘଟଣାରେ ସାକ୍ଷ୍ୟ ଗ୍ରହଣ ପାଇଁ ଦୁଇ ଭାଇଙ୍କୁ ହାଜର କରାଯାଇଥିଲା। ୨୦୧୩ ନଭେମ୍ବର ମାସରେ ଦୀପୁ ଓ ଓମ୍‌ଙ୍କୁ ଅପହରଣ ପରେ…

ରାଜଧାନୀରେ ମର୍ଡର୍ : ସ୍ଵାମୀଙ୍କ ମୃତ, ସ୍ତ୍ରୀ ଓ ପିଲା ଗୁରୁତର

ଭୁବନେଶ୍ଵର : ରାଜଧାନୀରେ ଯୁବକଙ୍କୁ ହତ୍ୟା । ଗତକାଲି ବିଳମ୍ବିତ ରାତିରେ କେହି ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ସ୍ୱାମୀ ସ୍ତ୍ରୀ ଓ ତାଙ୍କର ଛୋଟ ପିଲା ଶୋଇଥିବା ଅବସ୍ଥା ରେ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି । ତେବେ ଆହତ ଅବସ୍ଥାରେ ସ୍ତ୍ରୀ ଓ ଛୋଟ ପିଲା କୁ ଡାକ୍ତରଖାନା…

କାର୍‌ ଚଢ଼ାଇ ହତ୍ୟା ଉଦ୍ୟମ: ଜେଲ୍‌ଗଲେ ବିଧାୟକ ଜଗଦ୍ଦେବ

ଭୁବନେଶ୍ବର: ଲୋକଙ୍କ ଉପରକୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ମାମଲାରେ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଜି ଜେଲ୍‌ ଯିବାକୁ ପଡ଼ିଛି। ବାଣପୁର ଜେଏମ୍ଏଫସି କୋର୍ଟ ବିଧାୟକ ଜାମିନ୍ ଆବେଦନ ଖାରଜ କରିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଗତ ୧୨ ତାରିଖରେ ବାଣପୁର ପଞ୍ଚାୟତ…

ଗୋଷ୍ଠୀ ସଂଘର୍ଷରୁ ୪ ଜଣଙ୍କୁ ହତ୍ୟା

ଗଞ୍ଜାମ : ହିଞ୍ଜିଳିକାଟୁରେ ହତ୍ୟାକାଣ୍ଡ । ଗଞ୍ଜାମ ଜିଲ୍ଲା ଆସ୍କାର ଶେରଗଡ ଥାନା ଅଧିନସ୍ଥ ପିତଳ ଛକ ନରେନ୍ଦ୍ରପୁରରେ ରାତି ପ୍ରାୟ ୧୨ଟାରୁ ପରେ ୪ ଜଣଙ୍କୁ ହତ୍ୟା କରାଯାଇଛି । ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ପିତଳ ଛକରେ ଥିବା ଏକ ଫାଷ୍ଟଫୁଡ ଦୋକାନରେ ଦୁଇ…

ପଶ୍ଚିମବଙ୍ଗ: ୭ ଜଣଙ୍କୁ ଜୀଅନ୍ତା ଜାଳି ଦେଲେ

କୋଲକାତା: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଘଟଣା ଲଗାତାର ବଢ଼ିବାରେ ଲାଗିଛି। ଏକ ସପ୍ତାହ ମଧ୍ୟରେ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖବର ମଧ୍ୟ ପୂର୍ବରୁ ସାମ୍ନାକୁ ଆସିସାରିଛି। ଏବେ ୭ ଜଣଙ୍କୁ ଜୀଅନ୍ତା ଜାଳିଦେଇଥିବା ଖବର ଆସୁଛି। ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଘଟଣା ଲଗାତାର…

ବାଣୀବିହାର ହଷ୍ଟେଲରେ ଗଣ୍ଡଗୋଳ: ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର : ବାଣୀବିହାର ଛାତ୍ର ନିବାସରେ ଗତକାଲି ବିଳମ୍ବିତ ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଦୁଇ ଛାତ୍ର ଗୋଷ୍ଠି ମଧ୍ୟରେ ଲାଗି ରହିଛି। ଯାହାଫଳରେ ବିଳମ୍ବିତ ରାତିରେ ହଷ୍ଟେଲରେ ପଶି ଗାଡ଼ି ପୋଡି ଦେଇଛନ୍ତି ଦୁବୁର୍ତ୍ତ। ଏଥିରେ ୩ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାକୁ ନେଇ…

ଆସିକାରେ ନିର୍ବାଚନୀ ହିଂସା, ଜଣେ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆସିକାରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। କେନ୍ଦୁପଦର କଲେଜ ନିକଟରେ ସଙ୍ଘବଧ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ତିନି ଆହତ ହୋଇଛନ୍ତି । ମୃତକ ହେଲେ କେନ୍ଦୁପଦର ଗ୍ରାମର ବୁଲୁ ସ୍ୱାଇଁ । ଆହତଙ୍କୁ ଆସିକା ମେଡ଼ିକାଲ ରେ ଭର୍ତ୍ତି…

ହତ୍ୟାର ପ୍ରତିଶୋଧ ନେବାକୁ ହତ୍ୟା, ଗୋଡ଼ାଇ ଗୋଡ଼ାଇ ହାଣିଲେ

ସମ୍ବଲପୁରରେ ଅଭାବନୀୟ ଘଟଣା ଘଟିଯାଇଛି। ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଜଣକୁ ହତ୍ୟା କରା ଯାଇଛି। ମୃତକ ଜଣକ ହେଉଛନ୍ତି କମଳ ବାଗ । ଗତବର୍ଷ ଅଗଷ୍ଟ ମାସରେ କମଳ ବାଗଙ୍କ ପରିବାର ମାଖନୀ ବାଗ ନାମକ ଜଣେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ବୃଦ୍ଧା ଜଣଙ୍କୁ ହତ୍ୟା କରିବା ପରେ…