ଶର୍ମିଷ୍ଠାଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କଲା ପୋଲିସ
କଟକ : କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲାରେ ଧୀରେ ଧୀରେ ଘଟଣା ଉପରୁ ହଟିବାରେ ଲାଗିଛି ପରଦା । ସବୁ ଦିଗକୁ ନେଇ ତଦନ୍ତକୁ ଅଧିକ କ୍ରିୟାଶୀଳ କରିଛି କ୍ରାଇମବ୍ରାଞ୍ଚ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଅନ୍ୟତ୍ର ନେଇଛି କ୍ରାଇମବ୍ରାଞ୍ଚ ।…