Browsing Tag

Crime news

ରାଜଧାନୀରେ ପ୍ରେମ ସମ୍ପର୍କରୁ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ରାଜଧାନୀରେ ଏକ ହତ୍ୟାକାଣ୍ଡ ଘଟିଛି । ଯୁବକଙ୍କ ଖଣ୍ଡା ଚୋଟରେ କକ୍‌ଟେଲ ବଏ ଅଞ୍ଜନ ବେହେରାଙ୍କର ମୃତ୍ୟୁ ଘଟିଛି । ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ଖୋଳତାଡ ଆରମ୍ଭ କରିଛି । ଘଟଣାଟି ଗତକାଲି ବିଳମ୍ବିତ ରାତିରେ…

ଦାଦାବଟି ମାଗି ଫସିଲା ଗ୍ୟାଙ୍ଗଷ୍ଟର ସେକ ସକିଲ, ବାନ୍ଧିଲା ପୋଲିସ

୨୦ ଲକ୍ଷ ଟଙ୍କା ଦାଦା ବଟି ମାଗି ଫସିଲା ଗ୍ୟାଙ୍ଗଷ୍ଟର ସେକ ସକିଲ । ଏହି କାରଣରୁ ତାକୁ ଓ ସହଯୋଗୀଙ୍କୁ ଉଠାଇନେଲା ପୋଲିସ୍ । ଦୁଇ ବ୍ୟବସାୟୀଙ୍କୁ ୨୦ ଲକ୍ଷ ଟଙ୍କା ବଟି ମାଗିବାରୁ ସକିଲ ଓ ତାର ୫ ଜଣ ସହଯୋଗୀଙ୍କୁ ଉଠାଇ ନେଇଛି ପୋଲିସ୍ । ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ଗାଡ଼ି ଓ ଅନ୍ୟ…

ସକାଳୁ ସକାଳୁ ପୁରୀ ବଡ଼ଦାଣ୍ଡରେ ବୁଲିଲା ଖଣ୍ଡା

ପୁରୀ ବଡ଼ଦାଣ୍ଡରେ ବୁଲିଲା ଖଣ୍ଡା। ୩ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତ ଆକ୍ରମଣ। ଦୁଇ ଜଣଙ୍କ ଅସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଜଣେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା…