ବନ୍ଧା ହେଲେ ଦାଉଦ ଇବ୍ରାହିମ ଗ୍ୟାଙ୍ଗର ୫ ଜଣ ସଦସ୍ୟ
ବନ୍ଧା ହେଲେ ପଳାତକ ଡନ୍ ଦାଉଦ ଇବ୍ରାହିମ ଗ୍ୟାଙ୍ଗର ୫ ଜଣ ସଦସ୍ୟ। ଜୋରଜବରଦସ୍ତି ବଟି ଆଦାୟ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ଡି-କମ୍ପାନୀ ସହ ଜଡିତ ଏହି ୫ ଜଣଙ୍କୁ ଆଜି ଗିରଫ କରିଛି। ଗିରଫ ସଦସ୍ୟଙ୍କ ମଧ୍ୟରେ ଅଜୟ ଗାଣ୍ଡା, ପିରୋଜ ଚମଦା, ସମୀର ଖାନ, ପାପା ପଠାନ ଓ ଅମଜଦ ରେଡକର…