କ୍ରେଡିଟ ସ୍କୋର କମିଯିବା ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଟିପ୍ସ
ଆର୍ଥିକ ସ୍ତରରେ ଜଣେ ବ୍ୟକ୍ତି କେତେ ଶୃଙ୍ଖଳିତା ତାହା ଦର୍ଶାଇଥାଏ କ୍ରେଡିଟ୍ ସ୍କୋର । ଆବଶ୍ୟକ ସ୍ଥଳେ ଶୀଘ୍ର ଲୋନ ପାଇବାରେ କ୍ରେଡିଟ୍ ସ୍କୋର ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ । ତେଣୁ ଏହି ସ୍କୋରକୁ ଜଣେ ବ୍ୟକ୍ତିର କ୍ରେଡିଟ୍ ଯୋଗ୍ୟତାର ମାପକାଠି ବୋଲି ଧରାଯାଏ । କୌଣସି ବ୍ୟକ୍ତି ଥରେ…