ଆକ୍ସନ ମୋଡ଼ରେ କମିଶନରେଟ ପୁଲିସ : ଆବଶ୍ୟକ ପଡ଼ିଲେ ମାଂସ ଖଣ୍ଡର ହେବ ଡିଏନଏ ଟେଷ୍ଟ- ସିପି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟିବାକୁ ନେଇ ପୁଲିସ କମିଶନର ସୁଧୁାଂଶୁ ଶେଖର ଷଡ଼ଙ୍ଗୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। କମିଶନର କହିଛନ୍ତି ଯେ, ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡକୁ ଫରେନସିକ୍ ଲ୍ୟାବ୍ ପଠାଯାଇଛି। ଆବଶ୍ୟକ ପଡ଼ିଲେ…