ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ, ସାମ୍ବାଦିକ ଓ କର୍ମଚାରୀଙ୍କ କୋଭିଡ଼୍ ଟେଷ୍ଟ ବାଧ୍ୟତାମୂଳକ
ଭୁବନେଶ୍ୱର : ବିଧାନସଭା ଅଧିବେଶନ ପୁର୍ବରୁ ବିଧାୟକ, ସାମ୍ବାଦିକ ଓ କର୍ମଚାରୀଙ୍କ ହେବ କୋଭିଡ଼୍ ଟେଷ୍ଟ ବାଧ୍ୟତାମୂଳକ ବୋଲି ବାଚସ୍ପତ୍ତି ସୂର୍ଯ୍ୟନାରାୟଣ ପାତ୍ର ସୁଚନା ଦେଇଛନ୍ତି । ବିଧାନସଭା ପରିସରରେ ୨୩ ଓ ୨୪ ତାରିଖରେ କୋଭିଡ଼୍ ଟେଷ୍ଟ ହେବା ନେଇ ବାଚସ୍ପତ୍ତି ସୂର୍ଯ୍ୟନାରାୟଣ ପାତ୍ର…