ଲାଲୁଙ୍କୁ କୋର୍ଟଙ୍କ ଆଶ୍ବସ୍ତି, ଲାଲୁ ଯାଦବ, ରାବଡି ଦେବୀ ଓ ଝିଅ ମିସାଙ୍କୁ ଜାମିନ
ଲାଲୁଙ୍କୁ କୋର୍ଟଙ୍କ ଆଶ୍ବସ୍ତି । ଲ୍ୟାଣ୍ଡ ଫର୍ ଜବ୍ ସ୍କାମ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ, ପତ୍ନୀ ରାବଡି ଦେବୀ ଓ ଝିଅ ମିସା ଭାରତୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ରାଉଜ ଆଭେନ୍ୟୁ କୋର୍ଟ । ୫୦ ହଜାର ଟଙ୍କାର ବଣ୍ଡରେ ତିନିଜଣଙ୍କୁ କୋର୍ଟ ଜାମିନ ପ୍ରଦାନ…