ଫେରିଯା କରୋନାର ଭିଡିଓ ରିଲିଜ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କଳାକାର ମାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଉଜଣେ ଚଳଚିତ୍ର ଓ ନାଟକ ଜଗତର ହାସ୍ୟ କଳାକାର ନିରଞ୍ଜନ ଆଚାର୍ଯ୍ୟ ଏକ ନିରାରା ପ୍ରୟାସ କରିଛନ୍ତି । କରୋନା ବିପକ୍ଷରେ ଲଢ଼ୁଥିବା ସମସ୍ତ କରୋନା ଯୋଦ୍ଧା ମାନଙ୍କ ଉଦ୍ଧେଶ୍ଵରେ ନିଜ ହାତରୁ ଖର୍ଚ୍ଚ କରି…