ମହିଳାଙ୍କ ଯୌନାଙ୍ଗରୁ ସ୍ବାବ ସଂଗ୍ରହ କରି ଲ୍ୟାବ ଟେକ୍ନିସିଆନ ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ପରୀକ୍ଷା ପାଇଁ ଜଣେ ମହିଳାଙ୍କ ଯୌନାଙ୍ଗରୁ ସ୍ବାବ ନମୁନା ସଂଗ୍ରହ କରିବା ଅଭିଯୋଗରେ ଗିରଫ ହୋଇଛି ଲାବୋରେଟୋରୀ ଟେକ୍ନିସିଆନ। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ଅମ୍ରାବତୀ ଜିଲ୍ଲାରେ। କରୋନା ଭାଇରସ ସଂକ୍ରମଣର ଯାଞ୍ଚ ପାଇଁ ଆସିଥିବା ଜଣେ ମହିଳାଙ୍କ ଯୌନାଙ୍ଗରୁ…