୨ ସପ୍ତାହରୁ ୧୭ ବର୍ଷ ବୟସର ପିଲାମାନଙ୍କୁ ପ୍ରଭାବିତ କରୁଛି ନୂତନ କରୋନା ଭୁତାଣୁ
ୱାଶିଂଟନ୍: କରୋନା ସଂକ୍ରମଣର ବଢୁଥିବା ମାମଲା ମଧ୍ୟରେ ଆମେରିକାରେ ଏକ ନୂତନ ବିପର୍ଯ୍ୟୟ ଶ୍ୱାସକ୍ରିୟା ଜୀବାଣୁ (RSV) ଟକ୍କର ଦେଇଛି। ଉଲ୍ଲେଖନୀୟ କଥା ହେଉଛି, ଅଧିକ ସଂକ୍ରାମକ ରୋଗ ୨ ସପ୍ତାହରୁ ୧୭ ବର୍ଷ ବୟସର ପିଲାମାନଙ୍କୁ ପ୍ରଭାବିତ କରୁଛି । ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀମାନେ…