ଦିଲ୍ଲୀ ଏୟାରପୋର୍ଟକୁ ପରମାଣୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପରମାଣୁ ବୋମା ମାଡ଼ କରି ଦିଲ୍ଲୀର ଇନ୍ଦିରା ଗାନ୍ଧୀ (ଆଇଜି) ଅନ୍ତର୍ଜାତୀୟ ବିମାନ ବନ୍ଦର ଉଡାଇ ଦେବାକୁ ଧମକ ଦେଇଛନ୍ତି ଦୁଇ ଯାତ୍ରୀ । ତେବେ ଏହି ଦୁଇ ଯାତ୍ରୀଙ୍କୁ ଏବେ ଅଟକ ରଖାଯାଇଛି ଏବଂ ସେମାନଙ୍କୁ ଜେରା କରାଯାଉଛି । ଦିଲ୍ଲୀ ପୁଲିସ୍ ପକ୍ଷରୁ ମିଳିଥିବା ସୂଚନାନୁସାରେ ଗତ ୫ ତାରିଖରେ…