ମାଷ୍ଟରକ୍ୟାଣ୍ଟିନ ରୁ ରାଜମହଲ ଛକ ମଧ୍ୟରେ ଅସହାୟ ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାମାଜିକ ସଙ୍ଘଠନ ପରିବର୍ତନ ଯୋଦ୍ଧାର ଭୁବନଶ୍ୱର ଟିମ ଓ ଟେମ୍ପଲ ସିଟି କଲେଜର ବୈଷୟିକ ଛାତ୍ର ମାନଙ୍କ ମିଳିତ ଆନୁକୂଲ୍ୟରେ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ରୁ ରାଜମହଲ ଛକ ଭିତରେ ଅସହାୟ ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଗଲା. ଏହି କାର୍ଯ୍ୟକ୍ରମରେ ୟୁବ…