ବିବାଦ ବଢାଇଲେ ଜଗନ: ଆନ୍ଧ୍ରର ନୂଆ ମ୍ୟାପରେ କୋଟିଆ
ଭୁବନେଶ୍ୱର : କୋଟିଆକୁ ନେଇ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଛି । ମାମଲା ସୁପ୍ରିମକୋର୍ଟରେ ବିଚାରାଧିନ ରହିଛି । ଆନ୍ଧ୍ରକୁ ମଧ୍ୟ କୋର୍ଟ ସମାଲୋଚନା କରିଛନ୍ତି । ଏହା ସତ୍ତ୍ୱେ ବାରମ୍ବାର ଆନ୍ଧ୍ର ଅଧିକାରୀ କୋଟିଆ ମଧ୍ୟକୁ ପ୍ରବେଶ କରି ଲୋକଙ୍କୁ ଲୋଭାନ୍ୱିତ…