ଆପଣଙ୍କ ପିଲା ଯୁକ୍ତିତର୍କ କିମ୍ବା ପାଟିତୁଣ୍ଡ କରୁଥିଲେ ଏହି ଉପାୟରେ କରନ୍ତୁ ନିୟନ୍ତ୍ରଣ
ପ୍ରତେକ ପିତାମାତା ନିଜ ସନ୍ତାନକୁ ଭଲରେ ଲାଳନପାଳନ କରିବାକୁ ଚାହିଁ ଥାଆନ୍ତି l ସେ ନିଜ ସନ୍ତାନକୁ ଅନୁଶାସନ, ଶାନ୍ତ ଓ ଆଜ୍ଞାକାରୀ ହେଉ ବୋଲି ଚାହିଁ ଥାଆନ୍ତି l ଅନେକ ସମୟରେ ଅତ୍ୟଧିକ ସ୍ନେହମମତା କାରଣରୁ ପିଲାମାନେ ଯିଦିଆ ହୋଇଯାଇ ଥାଆନ୍ତି l ଅନେକ ସମୟରେ ପିଲା ଏତେ ଯିଦିଆ ହୋଇ ଯାଇ…