ବର୍ଷକ ପରେ ‘ଷଡ଼ଯନ୍ତ୍ର’ ଉପରୁ ହଟିଲା ପରଦା: କିଏ ସେ ‘ବିଭୀଷଣ’, କାହିଁକି ହାରିଗଲେ ପ୍ରତାପ-ଅତନୁ
କେନ୍ଦ୍ରାପଡ଼ା, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନର ପ୍ରାୟ ବର୍ଷକ ପରେ ‘ଷଡ଼ଯନ୍ତ୍ର’ ଉପରୁ ପରଦା ହଟିଛି । ବିଜେଡିର ଅଭେଦ୍ୟ ଦୁର୍ଗ ମାହାଙ୍ଗା ଓ ମହାକାଳପଡ଼ା ବିଧାନସଭା ଆସନରେ ଦଳର ଦୁଇ ହେଭିୱେଟ୍ ନେତା ପରାଜିତ ହେବାପଛରେ ‘ଗୃହଭେଦୀ ବିଭୀଷଣ’ଙ୍କ ସୁଚିନ୍ତିତ ଷଡ଼ଯନ୍ତ୍ର ଓ…