Browsing Tag

Congress

ବାଙ୍କୀ ଡବଲ୍‌ ମର୍ଡର: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା କଂଗ୍ରେସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କଟକ ଜିଲ୍ଲା ବାଙ୍କୀ ଡବଲ ମର୍ଡର ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି। ସେ କହିଛନ୍ତି, “ବାଙ୍କୀରେ ଆମର ଜଣେ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ…

ଭୁବନେଶ୍ୱର ବିମାନବନ୍ଦର କୋଠା ଭୁଶୁଡିବା ଘଟଣା ; ସିିବିଆଇ ତଦନ୍ତ ଦାବିକଲା କଂଗ୍ରେସ

ଓଡିଶା ଫାଷ୍ଟ( ବ୍ୟୁରୋ): ଗତକାଲି ରାତିରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟାରେ କହିଛନ୍ତି ଏଥିପାଇଁ ଭାରତ ସରକାର ଦାୟୀ। ଏହା ବଡ଼ ଧରଣର ଅଘଟଣ। ଦିନ ହୋଇଥିଲେ…

ଗୁଣ୍ଡାରାଜକୁ ବରଦାସ୍ତ କରାଯିବନି: ସୁରରାଉତ ରାୟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗତକାଲି ବାଉନସର ବଳୟରେ ଥିଲା କଂଗ୍ରେସ ଭବନ । ଏହାକୁ ଘଟଣାକୁ ତୀବ୍ର ବିରୋଧ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସେ କହିଛନ୍ତି ଯେ, କଂଗ୍ରେସ ଭବନକୁ ବାଉନସର ଆଣିବା ଠିକ୍ ହୋଇନି। ରାଜନୀତିରେ ଏମିତି ଉଚିତ୍ ନୁହେଁ, ଗୁଣ୍ଡା ଶାସନକୁ ବରଦାସ୍ତ କରିବୁ…

ଜଟଣୀରେ ଏଥର ତ୍ରିମୁଖୀ ଲଢ଼େଇ ପ୍ରାର୍ଥୀଙ୍କୁ ନେଇ ବିଜେଡି, ବିଜେପିରେ ଅନ୍ତର୍ଦ୍ୱନ୍ଦ୍ୱ: ଫାଇଦା ଉଠାଇପାରେ କଂଗ୍ରେସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଗତ ସାଧାରଣ ନିର୍ବାଚନଗୁଡ଼ିକରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇ ଆସୁଥିବା ବେଳେ ସୁଦୃଢ଼ ସଂଗଠନ ଯୋଗୁ ଏଠାରେ ଏଥର ବିଜେପି ମଧ୍ୟ ଲଢ଼େଇରେ ସାମିଲ ହୋଇଛି । ଏହି ବିଧାନସଭା କ୍ଷେତ୍ର ପାଇଁ ବିଜେଡିରୁ ବିଭୂତିଭୂଷଣ…

କଂଗ୍ରେସ ଗଡ଼ ହାତେଇବା ଆଶାରେ ବିଜେଡି ଓ ବିଜେପି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ବିଜୁ ଜନତା ଦଳ ଶାସନ କରିବାର ୧୯ ବର୍ଷ ହୋଇଥିଲେ ମଧ୍ୟ ନବରଙ୍ଗପୁର ଲୋକସଭା କ୍ଷେତ୍ର‌ ଅଧୀନ କୋଟପାଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଏଯାବତ୍‌ କଂଗ୍ରେସ ଗଡ଼ ହୋଇରହିଛି । ନବରଙ୍ଗପୁର ଲୋକସଭା ଆସନ ପାଇଁ ବିଜେଡି ରମେଶ ଚନ୍ଦ୍ର ମାଝିଙ୍କୁ ପ୍ରାର୍ଥୀ…

କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ ତାଲିକା , ବେଗୁନିଆରୁ ଲଡିବେ ପୃଥ୍ଵୀବଲ୍ଲଭ, କଟକରୁ ପଞ୍ଚାନନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଙ୍ଗଳବାର ରାତି ପ୍ରାୟ ଗୋଟାଏ ସମୟରେ କଂଗ୍ରେସ ତରଫରୁ ୨ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । କଂଗ୍ରେସର ୨ ଲୋକସଭା ପ୍ରାର୍ଥୀ ହେଲେ: ଯାଜପୁର: ମାନସ ଜେନା କଟକ: ପଞ୍ଚାନନ କାନୋନଗୋ କଂଗ୍ରେସର ୯ ବିଧାନସଭା ପ୍ରାର୍ଥୀ ହେଲେ:…

ଆଳିରେ ବିଜେଡିରୁ ପ୍ରତାପ ଦେବ, କଂଗ୍ରେସରୁ ଦେବେନ୍ଦ୍ର ଶର୍ମା ଓ ବିଜେପିରୁ ଦୋଳଗୋବିନ୍ଦ ନାୟକ, ୩ ପାରମ୍ପରିକ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ସାଧରଣ ନିର୍ବାଚନକୁ ମିଶାଇ ତୃତୀୟ ଥର ପାଇଁ ୩ ପ୍ରମୁଖ ଦଳର ୩ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ନିର୍ବାଚନ ଲଢ଼ୁଥିବା ଦେଖାଯାଇଛି । ରାଜ୍ୟସଭା ସଦସ୍ୟ ପ୍ରତାପ ଦେବଙ୍କୁ ବିଜେଡି ଆଳି ବିଧାନସଭା ଆସନରୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପୂର୍ବତନ ବିଧାୟକ…

ଆଚରଣବିଧି ଉଲ୍ଲଂଘନ, ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ନୋଟିସ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ପରେ ପୁରୀ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ନୋଟିସ୍ କରିଛି ଜିଲ୍ଲା ପ୍ରଶାସନ । ପୁରୀ ଜିଲ୍ଲାପାଳ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ସମ୍ବିତ ସମର୍ଥକଙ୍କ ସହ ଉତ୍ତରାରୁ ପୁରୀ ପର୍ଯ୍ୟନ୍ତ…

କାଲିଠୁ ପ୍ରଚାର, ୪୦ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା କଂଗ୍ରେସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଆସନ୍ତାକାଲିଠାରୁ ପ୍ରଚାର ଆରମ୍ଭ ହେବ । ଏ ନେଇ ବିଭିନ୍ନ ଦଳ ଓ ପ୍ରାର୍ଥୀମାନେ ପ୍ରଚାର ମୈଦାନକୁ ଓହ୍ଲାଇବେ । ପୂର୍ବରୁ ବିଜେଡି ଓ ବିଜେପି ପ୍ରଚାର ପାଇଁ ଷ୍ଟାର…

ଚାଷୀଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ରାହୁଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତକାଲି ବରଗଡ଼ ଗସ୍ତ କରିଥିଲେ । ସେ ଅପରାହ୍ନ ପ୍ରାୟ ସାଢେ଼ ଗୋଟାଏ ବେଳେ ବରଗଡ଼ ସ୍ଥିତ ସରସରା ପଡିଆଠାରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ପରିବର୍ତ୍ତନ ସମାବେଶରେ ରାହୁଲ ସଭାକୁ ସମ୍ବୋଧିତ…