ବ୍ଲାକମେଲର ଶେଷ କାର୍ଡ ଖେଳୁଛନ୍ତି.. ଦେଖନ୍ତୁ ଭିଡ଼ିଓ
କ୍ଳାନ୍ତ ହୋଇଛି ଶରୀର
ଘୃଣାରେ ଜଳୁଛି ଦେହ
ବ୍ଲାକମେଲର ଶେଷ card ଖେଳୁଛନ୍ତି...
ବରିଷ୍ଠ କିଗ୍ରେସ ନେତା ନରସିଂହ ମିଶ୍ର ଥକି ଯାଇଛନ୍ତି। ଆଉ ପାରୁ ନାହାଁନ୍ତି। ଜୀଵନ ର ଶେଷ କାର୍ଡ ଖେଳିଛନ୍ତି।
ତା ପୃଣି ଘୃଣାରୁ ସୃଷ୍ଟି।
ଦର୍ଶକବନ୍ଧୁ, ଲୋୟର ସୁକତେଲ ପ୍ରକଳ୍ପ ନବୀନ କରିବା ପରେ…