Browsing Tag

Congress meeting

କଂଗ୍ରେସ ସରକାର ଆସିଲେ ମହିଳାଙ୍କ ସଂରକ୍ଷଣ ସହ ଆଦିବାସୀଙ୍କୁ ମାଗଣାରେ ଉଚ୍ଚ ଶିକ୍ଷା ଯୋଗାଇବ: ରାହୁଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାହୁଲ ଗାନ୍ଧୀ ଆଜି କୋରାପୁଟଜୟପୁର ମହିଳା ସମାବେଶରେ ମହିଳାଙ୍କୁ ମହିଳା ଦିବସର ଶୁଭେଚ୍ଛା ଦେବାସହ ସେଠାରେ ଉପସ୍ଥିତ ମହିଳାଙ୍କ ସହ ସିଧାସଳଖ ଭାବେ ଆଲୋଚନା କରିଥିଲେ । କହିଥିଲେ ଓଡ଼ିଶା ଗରିବ ରାଜ୍ୟ ନୁହେଁ । ଓଡ଼ିଶାର ଲୋକ ଗରିବ । ଏହାପାଇଁ ରାଜ୍ୟ ସରକାର ଦାୟୀ ।…