“ପୋଲିସ ସେବା ଭବନ” ନାମରେ ନାମିତ ହେବ କମିଶନରେଟ ପୋଲିସ୍ ମୁଖ୍ୟାଳୟ
ଓଡିଶା ଫାଷ୍ଟ ( ବ୍ୟୁରୋ ) : କମିଶନରେଟ୍ ପୋଲିସକୁ 12 ବର୍ଷ ପୂର୍ତ୍ତି ଅବସରରେ କମିଶନରେଟ୍ ପୋଲିସ ମୁଖ୍ୟାଳୟର ନାମ ପରିବର୍ତ୍ତନ ହୋଇ ଏବେ “ପୋଲିସ ସେବା ଭବନ” ନାମରେ ନାମିତ ହେବ ବୋଲି ଘୋଷମା କରାଯାଇଛି। ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରତିଷ୍ଠା ଦିବସରେ ଏହି ଘୋଷଣା…