ଭାଇରାଲ ଭିଡ଼ିଓ ଉପରେ ଅଙ୍କୁଶ ଲଗାଇବାରେ ପୋଲିସ ଫେଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କମିଶନରେଟ ପୋଲିସ ଓ ସାଇବର ୟୁନିଟ ଦ୍ୱାରା ସତ ଚେଷ୍ଟା ସତ୍ୱେ ଅଙ୍କୁଶ ଲାଗିପାରିନି ଅଶ୍ଲୀଳ ଭାଇରାଲ ଭିଡିଓ ଉପରେ। ବାରମ୍ବାର ରାଜ୍ୟର କୌଣସି ନା କୌଣସି ସ୍ଥାନରୁ ଅଶ୍ଳୀଳ ଭାଇରାଲ ଭିଡ଼ିଓ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଘୁରିବୁଲୁଛି। ଏଥର ଭାଇରାଲ ହୋଇଥିବା…