ଛାତ୍ର ନିର୍ବାଚନ ବାତିଲ ନିଷ୍ପତ୍ତିକୁ ଅଭିଭାବକଙ୍କ ସ୍ୱାଗତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ମ ପାଳି ସରକାର ରେ ଥିବା ଉଚ୍ଚ ଶିକ୍ଷାମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅଧିକ ଗୁରୁତ୍ୱ ଦେଉଥିବା ପ୍ରତିପାଦିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି ମନ୍ତ୍ରକୁ ମନ୍ତ୍ରୀ ଅରୁଣ ସାହୁ ଅକ୍ଷରେ ଅକ୍ଷରେ ପାଳନ…