ଫକୀରମୋହନ ସ୍ଵୟଂଶାସିତ କଲେଜର ଛାତ୍ରୀଙ୍କ ଦୁଃଖଦାୟକ ଆତ୍ମଦାହ ଉଦ୍ୟମ ପାଇଁ କଲେଜ କର୍ତ୍ତୃପକ୍ଷ ଦାୟୀ : ଯୁବ ଛାତ୍ର…
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ଵର ଫକୀରମୋହନ ସ୍ଵୟଂଶାସିତ କଲେଜର ଛାତ୍ରୀଙ୍କ ଦୁଃଖଦାୟକ ଆତ୍ମଦାହ ଉଦ୍ୟମ ପାଇଁ କଲେଜ କର୍ତ୍ତୃପକ୍ଷ, ନିଜେ ଉତ୍ପୀଡନ ଦେଉଥିବା ଅଧ୍ୟାପକ ଏବଂ କର୍ତ୍ତୃପକ୍ଷଙ୍କ ଜ୍ଞାତସାରରେ ଥିବା ଛାତ୍ରୀଙ୍କ ପ୍ରତି ଏଇ ନିର୍ଯ୍ୟାତନା ବିଷୟରେ କୌଣସି କାର୍ଯ୍ୟାନୁଷ୍ଠାନ…