Browsing Tag

Cockroach found in food served on Vande Bharat Express

ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀଙ୍କୁ ଦିଆଯାଇଥିବା ଖାଦ୍ୟରୁ ବାହାରିଲା ମଲା ଅସରପା

ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀଙ୍କୁ ଅସ୍ବାସ୍ଥ୍ୟକର ଖାଦ୍ୟ । ମଧ୍ୟପ୍ରଦେଶ ଭୋପାଳରୁ ଗ୍ବାଲିଅର ଯାଉଥିବା ଟ୍ରେନରେ ଯାତ୍ରୀଙ୍କୁ ଦିଆଯାଇଥିବା ଖାଦ୍ୟରୁ ବାହାରିଲା ମଲା ଅସରପା । IRCTC ଷ୍ଟାଫ୍ ଯାତ୍ରୀଙ୍କୁ ଖାଦ୍ୟ ପରସିଥିବା ବେଳେ ରୁଟିରେ ମଲା ଅସରପା ଲାଗିଥିବା ଯାତ୍ରୀଜଣଙ୍କ…