Browsing Tag

Coal Train burning

ଜଳିଲା କୋଇଲା ବୋଝେଇ ଟ୍ରେନ

ବାଲେଶ୍ୱର ଜିଲା ସୋର ଷ୍ଟେଶନରେ ଏକ କୋଇଲା ବୋଝେଇ ଟ୍ରେନ୍‌ରେ ବୁଧବାର ନିଆଁ ଲାଗିଯାଇଛି। ବଗିରେ ଥିବା କୋଇଲା ହୁ ହୁ ହୋଇ ଜଳୁଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏଥିରେ କେହି ମୃତାହତ ହୋଇ ନଥିବା ବେଳେ ୨ଟି ବଗିରେ ନିଆଁ ଲାଗିଥିବାରୁ ଅନ୍ୟ ବଗି…