Browsing Tag

cm video

ରାଜ୍ୟ ବାହାରେ ଫସି ରହିଥିବା ଓଡିଆଙ୍କୁ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ, ଦେଖନ୍ତୁ ଭିଡ଼ିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ଜାରି କରି ରାଜ୍ୟ ବାହାରେ ଫସି ରହିଥିବା ଓଡିଆମାନଙ୍କୁ ସାହାଯ୍ୟ କରିବା ପାଇଁ ଓଡିଆ ସଙ୍ଗଠନକୁ ଅନୁରୋଧ କଲେ । ଏହି ଭିଡିଓ ରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ମୁକାବିଲା ସମୟରେ ରାଜ୍ୟ ବାହାରେ ବହୁ ଓଡ଼ିଆ ଲୋକ…