ଶେରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର, କେନ୍ଦ୍ରକୁ କଲେ ଟାର୍ଗେଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଜ ନିର୍ବାଚନ ମଣ୍ଡଳୀ ତଥା ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ଆରମ୍ଭ କରିଛନ୍ତି । ଏଠାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଥିବା ବେଳେ ପ୍ରଚାର ମଙ୍ଗ ଧରିଛନ୍ତି ନିଜେ ନବୀନ । ପୂର୍ବାହ୍ନରେ ଶେରଗଡ଼ ପେଟ୍ରୋଲ ଟାଙ୍କି…