Browsing Tag

CM Naveen Pattnaik

ରାଜ୍ୟ ସରକାର ୧୨ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଲେ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ୧୨ଟି ପ୍ରକଳ୍ପକୁ ସିଙ୍ଗଲ ଓ୍ୱିଣ୍ଡୋରେ ମଞ୍ଜୁରୀ ଦେଲେ ରାଜ୍ୟ ସରକାର। ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ପ୍ଲାଷ୍ଟିକ କ୍ଷେତ୍ରରେ ହେବ ପୁଞ୍ଜି ନିବେଶ। ୨ ହଜାର ୮୨ କୋଟି ୧୭ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ହେବ। ଏଥିରେ ୩ ହଜାର ୬୧୨ ଜଣଙ୍କୁ…

ଓଡ଼ିଶାର ପ୍ରଥମ : ଚିଲିକାରେ ହାଉସ ବୋଟ ‘ଗରୁଡ’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଚିଲିକା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଓଡ଼ିଶାର ପ୍ରଥମ ବିଳାସମୟ ଡଙ୍ଗା ଘରକୁ ଚିଲିକା ଠାରେ ଉଦଘାଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭିଡ଼ିଓ କନଫ୍ରେନ୍ସିଂ ଦ୍ୱାରା ଉଦଘାଟନ କରିଛନ୍ତି। ଚିଲିକାରେ ଆଜିଠାରୁ ଚାଲିବ ହାଉସ ବୋଟ । ଏହା ରାଜ୍ୟରେ ପ୍ରଥମ । ପର୍ୟ୍ୟଟକଙ୍କ ଖୁସି ଓ…

ନୂଆ ମନ୍ତ୍ରିମଣ୍ଡଳ ପରେ ୫ଟି ହେଲା ୬ଟି

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ନୂଆ ମନ୍ତ୍ରିମଣ୍ଡଳ ଆସିବା ପରେ ଏବେ ୬ଟା ଟି ହେବ। ଓଡ଼ିଶାରେ ମୋ ସରକାରରେ ହେବ ୬-ଟି ଶାସନ । ନୂଆ ମନ୍ତ୍ରୀମାନଙ୍କୁ ଏଭଳି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ଟି କଣ ସେ ସଂପର୍କରେ ସୂଚନା ଦେଇଛନ୍ତି ନୂଆ କରି ମନ୍ତ୍ରୀ ହୋଇଥିବା ପ୍ରୀତିରଂଜନ…

ମୁଖ୍ୟମନ୍ତ୍ରୀ ୨୩ ଉପଦେଷ୍ଟା ପଦବୀକୁ ରଦ୍ଦ କଲେ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳର ନବକଳେବର ପରେ ରାଜ୍ୟର ସମସ୍ତ ନିଗମ ତଥା ବିଭାଗୀୟ ଉପଦେଷ୍ଠା ପଦବୀକୁ ମଧ୍ୟ ରଦ୍ଦ କରିଛନ୍ତି। ଏ ନେଇ ଯୋଜନା ଓ ସମନ୍ବୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନବୀନ ବିଭିନ୍ନ ନେତାଙ୍କୁ ଥଇଥାନ…

ଲୋକସେବା ଭବନରେ ଶପଥ ନେଉଛନ୍ତି ନବୀନଙ୍କ ନୂଆ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଲୋକସେବା ଭବନର କନଭେନସନ୍ ହଲରେ ନୂତନ ମନ୍ତ୍ରୀଙ୍କ ଶପଥ ପାଠ ଆରମ୍ଭ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଉଛନ୍ତି । ପ୍ରଥମେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ରାଜ୍ୟପାଳ ଶପଥ ପାଠ କରାଇଥିବା ବେଳେ…

ମୁଖ୍ୟମନ୍ତ୍ରୀ ୨୧ରେ ଇଟାଲୀ ଓ ଦୁବାଇ ଗସ୍ତରେ ଯିବେ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଚଳିତମାସ ୨୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଦିନିଆ ବିଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଦୀର୍ଘ ୨୫ବର୍ଷ ମଧ୍ୟରେ ଶ୍ରୀ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ବିଦେଶ ଗସ୍ତରେ ଯିବେ । ଏହି ଗସ୍ତକାଳରେ ସେ ଇଟାଲୀ ଓ ଦୁବାଇ ଯାତ୍ରା କରିବେ…

ଆଜି ରାଜ୍ୟ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ; ଶପଥ ନେବେ ୧୩ କ୍ୟାବିନେଟ୍ ଓ ୮ ରାଷ୍ଟ୍ରମନ୍ତ୍ରୀ !

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ନବୀନଙ୍କ ନୂଆ ଟିମକୁ ନେଇ ଦିନସାରା ଚର୍ଚ୍ଚା ଲାଗିରହିଛି । ବିଭିନ୍ନ ସୂତ୍ରରୁ ଗଣମାଧ୍ୟମ ପାଖକୁ ଗୋଟିଏ ପରେ ଗୋଟଏ ଖବର ଆସୁଛି। ଏପରିକି ନୂଆ କରି ମନ୍ତ୍ରୀ ହେଉଥିବା କିଛି ବିଧାୟକ ଏହି ଖବରକୁ ସ୍ପଷ୍ଟ କରିଛନ୍ତି । ଶେଷ ଖବର ଅନୁସାରେ ରବିବାର ଦିନ…

ନିଜ ଅଞ୍ଚଳର ବିକାଶ ଦ୍ରୁତ ଭାବରେ କରି ନିଜର ପରିଚୟ ସୃଷ୍ଟି କରନ୍ତୁ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କ ଦିଗ୍ବିନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବେ ଗ୍ରହଣ କରି ଏହାର ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ…

ମୁଖ୍ୟମନ୍ତ୍ରୀଙ୍କୁ ଅବମାନନା କଲେ ଦଳୀୟ ବିଧାୟକ ଏବଂ ବିଏମସି ଅଧିକାରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଅତ୍ୟନ୍ତ ଲୋକପ୍ରିୟ ନେତା ଏଥିରେ କୌଣସି ଦ୍ବିମତ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟ ଦଳର ନେତାମାନେ ମଧ୍ୟ ଖୁବ ସମ୍ମାନ ଦିଅନ୍ତି । ମାତ୍ର ନିଜ ଦଳର ଜଣେ ବିଧାୟକ ଏବଂ ବିଏମସି ଅଧିକାରୀମାନେ ତାଙ୍କର ଅସମ୍ମାନ କଲା ପରି ଏକ ଘଟଣା…

୩ ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବିଧାନସଭାର ରିଟର୍ଣ୍ଣିଂ ଅଫିସ ପକ୍ଷରୁ ୩ ରାଜ୍ୟସଭାର ଆସନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଆଜିଠୁ ନାମାଙ୍କନ ଆରମ୍ଭ ହେବ । ଆସନ୍ତା ୩୧ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ବୋଲି ସୂଚନା ଦିଆଯାଇଛି । ତେବେ ଅଙ୍କ ଗଣତିରେ ୩ଟି…