କାଲି ସହିଦନଗର ଥାନାରୁ ଅଭିଯୋଗକାରୀଙ୍କ ପାଖକୁ ଆସିବ ମୁଖ୍ୟମନ୍ତ୍ରୀଙ୍କ ଫୋନକଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲିଠାରୁ ମୁଖ୍ୟମନ୍ତ୍ରୀଙ୍କ ଆସିବ ଫୋନକଲ । 'ମୋ ସରକାର’ କାର୍ଯ୍ୟକ୍ରମର ହେବ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦନଗର ଥାନାରୁ ‘ମୋ ସରକାର’ର ଶୁଭାରମ୍ଭ କରିବେ । ସେ ସିଧାସଳଖ ଅଭିଯୋଗକରୀଙ୍କ ସହ ଫୋନରେ କଥା ହେବେ । ଏହି ଯୋଜନାରେ…