ପାଟକୁରାରେ ପ୍ରଚାର ଆରମ୍ଭ କଲେ ନବୀନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା ପାଟକୁରା ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ଏଥିଯୋଗୁ ୩ ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଓ ଭାଜପାର ରାଜ୍ୟ ନେତୃବୃନ୍ଦ ସବୁ ପ୍ରକାର କଳକୌଶଳ ଲଗାଇଦେଇଛନ୍ତି । ବିଜେଡି ଓ ବିଜେପିର ବହୁ ବରିଷ୍ଠ ନେତା…