କରୋନା ମୁକାବିଲା ପାଇଁ ୩ମାସର ଦରମା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମୁକାବିଲା ପାଇଁ ୩ମାସର ଦରମା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଅନ୍ୟ ମାନଙ୍କୁ ମଧ୍ୟ ସାହାଯ୍ୟ କରିବାଜୁ ମୁଖ୍ୟମନ୍ତ୍ରୀ କହିବା ପରେ, ବିଜେଡି ଦଳର ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା କହିଛନ୍ତି, ବର୍ତ୍ତମାନର ସବୁଠୁ…