ବିଜେଡିର ପ୍ରଥମ ସଦସ୍ୟତା ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ, ପ୍ରଥମ ଦିନରେ ପଞ୍ଜିକରଣ ହେଲା ୨୪ ସଦସ୍ୟଙ୍କ ନାଁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆରମ୍ଭ ହେଲା ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ । ଏହି ଅଭିଯାନରେ ବିଜେଡିର ପ୍ରଥମ ସଦସ୍ୟତା ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଶାଇ ୨୪ଜଣ ସଦସ୍ୟଙ୍କ ନାଁ ପଞ୍ଜିକରଣ କରିଛନ୍ତି । ଦଳକୁ ତୃଣମୂଳ ସ୍ତରରେ ମଜଭୁତ କରିବା ସହ ୨୦୨୪…