Browsing Tag

CM Naveen Patnaik To Give Covid Assistance To Street Vendor

ଉଠା ଦୋକାନୀଙ୍କୁ ଆଜି କୋଭିଡ୍ ସହାୟତା ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାରା ବିଶ୍ୱର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି କରୋନା । ମହାମାରୀ ଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି ରାସ୍ତାକଡ଼ର ଉଠା ଦୋକାନୀ । କରୋନା ପାଇଁ ସେମାନଙ୍କର ମେରୁଦଣ୍ଡ ଭାଙ୍ଗି ପଡ଼ିଛି । ଉଠାଦୋକାନୀଙ୍କ ଜୀବନ ଜୀବିକାକୁ ଟ୍ରାକକୁ ଆଣିବାକୁ ଆଜି ସହାୟତା ପ୍ରଦାନ କରିବେ…