ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କ ଉପରୁ ପ୍ରତ୍ୟାହୃତ କଲେ ବହିଷ୍କାର ଆଦେଶ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁକିନ୍ଦା ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ପ୍ରଫୁଲ୍ଲ ଘଡେଇଙ୍କ ଉପରୁ ଉଠିଲା ବହିଷ୍କାର ଆଦେଶ । ନବୀନଙ୍କ ନିର୍ଦେଶ କ୍ରମେ ବହିଷ୍କାର ପ୍ରତ୍ୟାହୃତ କରାଯାଇଥିବା ବିଜେଡି ଦଳ ତରଫରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।
ସୂଚନା ଅନୁଯାୟୀ, ୨୦୧୪…