ଆଜିଠୁ ଆରମ୍ଭ ହେବ ୟୁଜି ପ୍ରଥମ ବର୍ଷ ପାଠପଢା
ଆଜିଠୁ ଆରମ୍ଭ ହେବ ୟୁଜି ଓ ପିଜି ପ୍ରଥମ ବର୍ଷ ପାଠପଢ଼ା। ନଭେମ୍ବର ୧ ରୁ ୟୁଜି ପ୍ରଥମ ବର୍ଷ ଓ ୧୫ ରୁ ପିଜି ପ୍ରଥମ ବର୍ଷ ଅଫଲାଇନ ପାଠପଢ଼ା ଆରମ୍ଭ ହେବ। ଏନେଇ ଉଚ୍ଚଶିକ୍ଷା ସଚିବ ରାଜ୍ୟର ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଛନ୍ତି। କୋଭିଡ କଟକଣାରେ ହେବ…