ଜଷ୍ଟିସ ୟୁ ୟୁ ଲଳିତ ସୁପ୍ରିମକୋର୍ଟର ଆଗାମୀ ମୁଖ୍ୟ ବିଚାରପତି !
ସୁପ୍ରିମକୋର୍ଟର ଆଗାମୀ ମୁଖ୍ୟ ବିଚାରପତି ହୋଇପାରନ୍ତି ଜଷ୍ଟିସ ୟୁ ୟୁ ଲଳିତ । ତେବେ ବର୍ତମାନର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଏନ.ଭି ରମନ୍ନା ଆଗାମୀ ମୁଖ୍ୟ ବିଚାରପତିଙ୍କ ନାମ କେନ୍ଦ୍ର ସରକାରଙ୍କ ନିକଟରେ ସୁପାରିଶ କରିଛନ୍ତି । ସୁପ୍ରିମକୋର୍ଟର ପରମ୍ପରା ମୁତାବକ ଅବସର ନେବାକୁ ଥିବା…