Browsing Tag

Civil defence

ଦୀର୍ଘ ବର୍ଷ ହେଲା ଗାଦି ମାଡିବସିଛନ୍ତି ବେସାମରିକ ପ୍ରତିରକ୍ଷା ଉପନିୟନ୍ତ୍ରକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଗୃହ ବିଭାଗ ଅଧିନସ୍ତ ବେସାମରିକ ପ୍ରତିରକ୍ଷା ସଂଗଠନର ଭୁବନେଶ୍ୱର ଶାଖାରେ ୧୦ ବର୍ଷ ଧରି ଉପନିୟନ୍ତ୍ରକ ପଦବୀ ଗାଦୀରେ ବସିଥିବା ସତ୍ୟବ୍ରତ ପାଢ଼ୀଙ୍କର ବଦଳି କେବେ ହେବ ବୋଲି ଚର୍ଚ୍ଚା ଜୋରଧରିଛି ।ହିସାବ କଲେ ସେ ଏହି ଗାଦୀରେ ୨୫ବର୍ଷ ରୁ ଅଧିକ ସମୟ ଧରି…