Browsing Tag

City

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ଟିକାକରଣ ପ୍ରକ୍ରିୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜଣେ ସଫେଇ କର୍ମଚାରୀଙ୍କୁ ପ୍ରଥମ ଟିକା ଲଗାଯାଇଥିବା ଜଣାପଡ଼ିଛି। ଦ୍ୱିତୀୟରେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଟିକା ନେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭୁବନେଶ୍ୱରର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଶାନ୍ତିସ୍ତୁପ ଧଉଳି ଏବଂ ଏହାର ଆଖପାଖ ଅଞ୍ଚଳର ବ୍ୟାପକ ବିକାଶ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏହାର ବିକାଶ ଲାଗି କେନ୍ଦ୍ର ସରକାର ଯେଉଁ ୫ କୋଟି ଟଙ୍କାର ଅନୁଦାନ…

ରାଜମହଲ ଛକରେ ମହିଳାଙ୍କ ଆତଙ୍କ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭୁବନେଶ୍ୱର ରାଜମହଲ ଛକରେ ମହିଳାଙ୍କ ଆତଙ୍କରାଜ।ଆଜି ମଧ୍ୟାଣ୍ଣରେ ସ୍ଥାନୀୟ ରାଜମହଲ ଓଭର ବ୍ରିଜ ନିକଟରେ ଜୈନକ ମହିଳାଙ୍କ ଅସ୍ୱାଭାବିକ କାର୍ଯ୍ୟ କଳାପ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା।ମହିଳାଙ୍କ ପଥର ମାଡ଼ରେ ଜଣେ ପଥଚାରି ଙ୍କ ମୁଣ୍ଡ ଫାଟି…

ବାଣୀବିହାର କ୍ୟାମ୍ପସରେ ଶ୍ରମିକଙ୍କୁ ହତ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ବାଣୀବିହାର କ୍ୟାମ୍ପସରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଶ୍ରମିକଜଣକ ବୁଧୁରାମ ସିଂ ବୋଲି ଜଣାପଡିଛି । ଗତକାଲି ରାତିରେ ବୁଧୁରାମଙ୍କୁ ଛୁରୀ ଭୁସି କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ମୃତଦେହ ପଡି…

ରାଜଧାନୀରେ ଆଜିଠୁ ଖୋଲିବ ଆହାର କେନ୍ଦ୍ର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ପାଇଁ ରାଜଧାନୀରେ ଆହାର କେନ୍ଦ୍ର ବନ୍ଦ ଥିଲା । ଆଜିଠୁ ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ । ଏନେଇ ବିଏମସି ନିଷ୍ପତ୍ତି ନେଇଛି । ପୂର୍ବରୁ ଡ଼ାକ୍ତରଖାନା ପାଖରେ ଥିବା ୫ଟି ଆହାର କେନ୍ଦ୍ର ଖୋଲା ଥିଲା । ବାକି ୭ଟି ଆହାର କେନ୍ଦ୍ର ବନ୍ଦ ହୋଇ ରହିଥିଲା ।…

ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣାରେ ଆସିଲା ଡିଏନଏ ରିପୋର୍ଟ, ହୋଇଛି ଦୁଇ ଜଣଙ୍କ ମୃତ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭୁବନେଶ୍ବର ରାଜଭବନ ନିକଟ ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣାରେ ଆସିଲା ମାଂସଖଣ୍ଡର ଡିଏନଏ ରିପୋର୍ଟ । ବିସ୍ଫୋରଣ ସ୍ଥାନରୁ ସଂଗୃହୀତ ମାଂସ ଖଣ୍ଡର ହୋଇଥିଲା ଡିଏନଏ ଟେଷ୍ଟ । ଡିଏନଏ ରିପୋର୍ଟର ହସ୍ତଗତ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ…

ଆଜି ମହାଷଷ୍ଠୀ ପୂଜା; ମା’ଙ୍କୁ ସିଧାସଳଖ ଦର୍ଶନ କରିପାରିବେନି ଭକ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ଜଗତ ଜନନୀ ମା’ ଦୁର୍ଗାଙ୍କ ମହାଷଷ୍ଠୀ ପୂଜା । କୋଭିଡ କଟକଣା ଭିତରେ ରାଜ୍ୟର ବିଭିନ୍ନ ମଣ୍ଡପରେ ପୂଜା ପାଇବେ ଦୁର୍ଗତିନାଶିନୀ । ବିଧି ଅନୁଯାୟୀ ଷଷ୍ଠୀ ପୂଜା ପରେ ଆଜି ବେଲ ବରଣୀ ଏବଂ ପରେ ଚକ୍ଷୁଦାନ ଆଦି ନୀତିକାନ୍ତି ରହିଛି । ବିଧି ରକ୍ଷା ପାଇଁ ମଣ୍ଡପରେ…

ରାଜଧାନୀରୁ ଦୁଇ ବନ୍ଧୁକ ବେପାରୀ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଧରାପଡଛନ୍ତି ଦୁଇ ବନ୍ଧୁକ ବେପାରୀ। ପୁଲିସ ଚେକିଂ ସମୟରେ ଖଣ୍ଡଗିରି ଆଳୁଗଦି ଅଞ୍ଚଳରୁ ଏହି ୨ ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। ସେମାନଙ୍କ ନିକଟରୁ ଚୋରା ବନ୍ଧୁକ ଜବତ କରାଯାଇଛି। ୨ ବନ୍ଧୁକ ବେପାରୀ ହେଲେ- ଯଦୁପୁର…

ଭୁବନେଶ୍ୱର ଅଞ୍ଚଳରୁ ଆଉ ୩୧୭ କରୋନା ଆକ୍ରାନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟାଇନ୍‌ରୁ ୬୨ ଓ ଲୋକାଲ କଣ୍ଟାକ୍ଟ କେସ ୨୫୫ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ଆଜି ୩୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ…