କ’ଣ ସତ ହେବ କି ଯୁଦ୍ଧ ପାଇଁ କରାଯାଉଥିବା ଆକଳନ ? ତାଇୱାନ ଚାରିପଟେ ଡ୍ରାଗନର ସମରାଭ୍ୟାସ ଆରମ୍ଭ
ଆମେରିକା ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ତାତିଛି ଚୀନ । ଦୁଇ ରାଷ୍ଟ୍ରମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ତାଇୱାନକୁ ଭୟଭୀତ କରିବାକୁ ଯାଇ ଆଜି ବଡ ଧରଣର ସମରାଭ୍ୟାସ ଆରମ୍ଭ କରିଛି ଡ୍ରାଗନ । ଏଥିପାଇଁ ସେ ତାଇୱାନ ଚାରିପାଖେ ଥିବା ୬ଟି ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ଚୟନ…