Browsing Tag

Chilika MLA Prashant Jagaddev was released from jail

ଜେଲ୍‌ରୁ ବାହାରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଜେଲ୍‌ରୁ ବାହାରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସୁପ୍ରିମକୋର୍ଟ ଗତକାଲି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଏହାପରେ ସେ ଆଜି ବାଣପୁର ଉପକାରାଗାରରୁ ବାହାରିଛନ୍ତି । ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିଲେ ପ୍ରଶାନ୍ତ ଜଗଦ୍ଦେବ । ମଙ୍ଗଳବାର…