ଚିଲିକା ମଝିରେ ଶତାଧିକ ଯାତ୍ରୀଙ୍କ ଜୀବନ ବାଜି ଲଗାଇଲେ ଡଙ୍ଗା ଚାଳକ
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚିଲିକା ମଝିରେ ଶତାଧିକ ଯାତ୍ରୀଙ୍କ ଜୀବନ ବାଜି ଲଗାଇଲେ ଡଙ୍ଗା ଚାଳକ । ଘାଟ ବିବାଦ ପାଇଁ ଦୀର୍ଘ ସମୟ ମଝି ଚିଲିକାରେ ଡଙ୍ଗାରେ ଫସି ରହିଥିଲେ ଯାତ୍ରୀ । ପ୍ରଶାସନର ହସ୍ତକ୍ଷେପ ପରେ ସଂଧ୍ୟାରେ ଯାତ୍ରୀବାହୀ ଡଙ୍ଗା କୂଳରେ ଲାଗିଛି ।
ସୂଚନା ଅନୁଯାୟୀ…