ମାଗଣା ବଂଟା ହେଲା କୁକୁଡ଼ା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷରେ ମାଗଣା ବଣ୍ଟନ ହେଲା କୁକୁଡ଼ା। ଟ୍ରାକ୍ଟରରେ ବୋହି ଆଣିଲେ କୁକୁଡ଼ା। ଆଉ ଗାଁ ଗାଁ ବୁଲି ଲୋକଙ୍କୁ ମାଗଣାରେ ବାଣ୍ଟିଲେ ଫାର୍ମ ମାଲିକ। କରୋନା ଯୋଗୁ କୁକୁଡ଼ା ପ୍ରତି ବିମୁଖ ହୋଇ ମୁହଁ ଫେରାଇ ନେଇଥିବା ଲୋକେ ମଧ୍ୟ ଖୁସିରେ ଖୁସିରେ ଏହାକୁ ଘରକୁ ନେଇଗଲେ। ଏପରି…