ଛତିଶଗଡ଼ର ମନମାନି; ଖୋଲିଦେଲା ୬୪ଟି ଗେଟ୍
ପୁଣି ଛତିଶଗଡ଼ ଦେଖାଇଛି ମନମାନି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କଲମା ବ୍ୟାରେଜର ୬୪ଟି ଗେଟ୍ ଖୋଲି ଦେଇଛି ଛତିଶଗଡ଼। ଯାହାଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି।
ସକାଳ ୯ଟା ସୁଦ୍ଧା ହୀରାକୁଦକୁ ୭୨ ହଜାର କ୍ୟୁସେକ୍ ଜଳ ପ୍ରବେଶ କରିଥିବା ବେଳେ ମଧ୍ୟାହ୍ନ ୧୨ ଟା…